Duration 1:33

Rathayatra Shayari / Jagannath Shayari in Odia / odia jagannath kabita

12 405 watched
0
236
Published 23 Jun 2020

Welcome to my channel. To support my work subscribe my channel and you get new odia love shayari , odia poems , odia kabita. Make your own poem to wish someone Call now 📞☎️📲:- 8917237528       ଆପଣଙ୍କ ହୃଦୟର ଭାଷାକୁ କବିତାରେ ପ୍ରକାଶ କରି ପ୍ରିୟଜନଙ୍କୁ ଶୁଭେଚ୍ଛା ଦିଅନ୍ତୁ।  Whatsapp:- 9777719416 contact:- 8917237528                     ଆମେ ଆପଣଙ୍କ ପାଇ ସମ୍ପୂର୍ଣ୍ଣ ରୂପେ ନୂଆ କବିତା , ଆପଣଙ୍କ ଶୁଭେଚ୍ଛା ପତ୍ର ପାଇ ପ୍ରସ୍ତୁତ କରିବୁ। ଏବେ ହିଁ ଫୋନ ଉଠାନ୍ତୁ ଓ ଆପଣଙ୍କ ଶୁଭେଚ୍ଛା ପତ୍ର ପାଇ ଆମକୁ ଜଣାନ୍ତୁ। ଆମେ ସର୍ବନିମ୍ନ ମୂଲ୍ଯରେ ଆପଣଙ୍କ ଶୁଭେଚ୍ଛା ପତ୍ର ପ୍ରସ୍ତୁତ କରିବାର ଆଶା ଦେଉଛୁ। ଧନ୍ଯବାଦ୍ Maheswar Kabi Kabita ( MKK ) 🕉ଜଗତର ନାଥ🕉 ଜଗତର ନାଥ ତୁମେ ପ୍ରଭୁ ଜଗନ୍ନାଥ, ତୁମ ନାମେ ତରିଗଲେ କେତେ ସାଧୁ ସନ୍ଥ। ପତିତପାବନ ତୁମେ ଭକତର ଭାବ,  ତୁମ ବିନା ଏ ଦୁନିଆ ଲାଗେ ଅସମ୍ଭବ। ଅଭାବର ସ୍ବଭାବ ତୁମେ ଦୁଃଖୀର ମିତ,,                         ଜଗତର ନାଥ ତୁମେ ପ୍ରଭୁ ଜଗନ୍ନାଥ,,, ମନ ମୋର ରହିଥାଉ ସର୍ବଦା ପବିତ୍ର, ଶୁଦ୍ଧ ହୋଇ ରହିଥାଉ ଏ ମୋର ଚରିତ୍ର। ଲୋଡା ନାହିଁ ସୁଖ ମୋର ଲୋଡା ନାହିଁ ଦୁଃଖ, ତୁମ ଭକତିରୁ କେବେ ନ ହୁଏ ବିମୁଖ। ମନରେ ତୁମରି ପୂଜା ହେଉଥାଉ ନିତ୍ଯ,                          ଜଗତର ନାଥ ତୁମେ ପ୍ରଭୁ ଜଗନ୍ନାଥ,,, ଅନ୍ୟକୁ ଦେବା ପାଇ ଖୁସି କର ସକ୍ଷମ, ଆହେ ଜଗନ୍ନାଥ ଘେନ ମୋ କୋଟି ପ୍ରଣାମ। ଭକତିରେ ଭରିଯାଉ ମୋ ମନ ହୃଦୟ, ବାସନାରେ ଭରିଦିଅ ତୁମରି ମଳୟ। ହୃଦୟର ରାଜା ତୁମେ ଅନାଥର ନାଥ,,                          ଜଗତର ନାଥ ତୁମେ ପ୍ରଭୁ ଜଗନ୍ନାଥ,,,, Background music credit:- myuu Music provide by music for creator :- /watch/0fBLX88s9RDsL      Odia shayari is the part of the odia Literture and odia kabita. You can feel happiness in reading of odia shayari and odia kabita.         Now in our life period , in our every house have only one television for our entertainments. So every different member want to watch different channel of our television. So you can enjoy to watch our odia shayari , kabita and many more. Make your own poem to wish someone Call now 📞☎️📲:- 8917237528       ଆପଣଙ୍କ ହୃଦୟର ଭାଷାକୁ କବିତାରେ ପ୍ରକାଶ କରି ପ୍ରିୟଜନଙ୍କୁ ଶୁଭେଚ୍ଛା ଦିଅନ୍ତୁ।  Whatsapp:- 9777719416 contact:- 8917237528                     ଆମେ ଆପଣଙ୍କ ପାଇ ସମ୍ପୂର୍ଣ୍ଣ ରୂପେ ନୂଆ କବିତା , ଆପଣଙ୍କ ଶୁଭେଚ୍ଛା ପତ୍ର ପାଇ ପ୍ରସ୍ତୁତ କରିବୁ। ଏବେ ହିଁ ଫୋନ ଉଠାନ୍ତୁ ଓ ଆପଣଙ୍କ ଶୁଭେଚ୍ଛା ପତ୍ର ପାଇ ଆମକୁ ଜଣାନ୍ତୁ। ଆମେ ସର୍ବନିମ୍ନ ମୂଲ୍ଯରେ ଆପଣଙ୍କ ଶୁଭେଚ୍ଛା ପତ୍ର ପ୍ରସ୍ତୁତ କରିବାର ଆଶା ଦେଉଛୁ। ଧନ୍ଯବାଦ୍ Maheswar Kabi Kabita ( MKK ) Join our Whatsapp Group to get free wish images :- https://chat.whatsapp.com/JUQxkyOtYKvKCIdbcK93jw & our official sites / blog:- https://odiashayarimaheswarkabi.blogspot.com #rathayatrashayari #rathyatrashayari #jagannathkabitaodia #jagannathshayariinodia #rathyatrabhajan #rathyatrabhajanodia #rathayatra_special #ratha_special #rathyatra2020 Copyright Disclaimer : Copyright Disclaimer under section 107 of the copyright act 1976 , allowance is made for "fair use" for purposes such as criticism , comment , news reporting , teaching , scholarship and research. Fair use is a use permited by copyright statute that might otherwise be infringing. Non- profit educational and personal use tips the balance in favour of fair use.

Category

Show more

Comments - 8